How To Stay Motivated in Tough Time | Best Odia Story 2024
ଜୀବନ ଏକ ଏମିତି ଚଲାପଥ ଯେଉଁଠି କେବେ ଖରା ତ କେବେ ପୁଣି ଛାଇ । ତଥାପି ଉଠି ପଡି ଚାଲିବାକୁ ହୁଏ ଆଗକୁ ବଢିବା ପାଇଁ । ଜୀବନରେ ବେଳେବେଳେ ହାରିଯିବା ପରେ ଆମର ମନ ଭାଙ୍ଗି ଯାଇଥାଏ ପୁଣି ଥରେ କାର୍ଯ୍ୟ କରିବାକୁ ମନ ହେଇ ନଥାଏ କାରଣ ଏହା ସରଳ ପଥ ନୁହେଁ , ଏହା ବହୁତ ଚ୍ୟାଲେଞ୍ଜ ଆଉ ସଂଘର୍ଷରେ ପରିପୂର୍ଣ୍ଣ ଯାତ୍ରା । ତେଣୁ ଆମେ ଏକ କାହାଣୀ How … Read more