50+ Best Time Quotes in Odia
ଜୀବନରେ ସବୁଠୁ କଠିନ ସମୟ ତାହା ନୁହେଁ ଯେବେ କେହି ତୁମକୁ ବୁଝି ପାରେ ନାହିଁ, ସବୁଠୁ କଠିନ ସମୟ ସେତେବେଳେ ହୋଇଥାଏ ଯେବେ ତମେ ନିଜକୁ ଜାଣି ପାର ନାହିଁ । କିଛି ଲୋକ ସମୟ ମିଳୁ ନାହିଁ କହି ବାହାନା କରନ୍ତି , ଯେବେକୀ ସମୟ ସମସ୍ତଙ୍କୁ ସମାନ ମିଳିଥାଏ । ଆରେ ଆଜି ତୁମ ପାଖରେ ବହୁତ୍ ସମୟ ଅଛି ସେଥି ପାଇଁ କହୁଛ , ମୋ ପାଖରେ ସମୟ ନାହିଁ , … Read more