How To Become Mentally Strong in Odia[2024]

ଆମେ ଆମ ଜୀବନରେ କେବେ ନା କେବେ ଖରାପ ସମୟ ଦେଇ ଗତି କରିଥାଉ । ଆଉ ଏଥିରୁ କେବଳ ସେଇ ମାନେ ଶୀଘ୍ର ବାହାରି ପାରନ୍ତି ଯେଉଁ ମାନେ mentally strong ହୋଇ ଥାନ୍ତି ।ଏମିତି ଆଗରୁ କେହି mentally strong ହୋଇ ନଥାଏ । ଯେମିତି ଭଲ diet ଆଉ regular exercise କାହାକୁବି physically strong କରି ଦିଏ ସେମିତି କିଛି ଅଭ୍ୟାସ କାହାକୁ ବି mentally strong କରି ଦିଏ । ତେବେ ଚାଲନ୍ତୁ ଜାଣିବା How To Become Mentally Strong in Odia ।

Focus on small steps

ଆମ ମାନଙ୍କର ଏହି ସମସ୍ୟା ହୋଇଥାଏ କି problem ର difficulty କୁ ଦେଖନ୍ତି । ଆଉ ହାର ମାନି ଯାଆନ୍ତି ।
ଦେଖ ତମେ ପାହାଡକୁ ଚଢିବା ପାଇଁ ଚେଷ୍ଟା କରୁଛ । ତେବେ ଯଦି ତାର ଉଚ୍ଚତା କୁ ଦେଖିବ ,ତାହେଲେ ବହୁତ ଶୀଘ୍ର ନିରାଶ ହୋଇ ଯିବ , ତୁମକୁ ପରିଶ୍ରମ କରିବାକୁ ମନ ହେବ ନାହିଁ ।

ଯଦି ତମେ ପ୍ରଥମେ ଛୋଟ ଛୋଟ ପଦକ୍ଷେପ ଉପରେ ଧ୍ୟାନ ଦେବ କି ହଁ ମତେ ପ୍ରଥମେ ଏହି ଜାଗାରେ ପହଞ୍ଚିବାକୁ ପଡ଼ିବ ଆଉ ପରେ rest ନେଇ ଏହି ଜାଗାରେ ପହଞ୍ଚିବାକୁ ପଡ଼ିବ । ତେବେ ତମେ ଏତେ ବଡ଼ ଯାତ୍ରା ଗୋଟିଏ ଗୋଟିଏ step ନେଇ ସହଜରେ ପୁରା କରି ଦେବ ।

Mentally weak ଲୋକ ମାନଙ୍କର ଏହି ସମସ୍ୟା ହୋଇଥାଏ କି ସେମାନେ ସବୁବେଳେ ଉଛାକୁ ହିଁ ଦେଖନ୍ତି । Problem ର difficulty କୁ ଦେଖନ୍ତି । ଆଉ ନିରାଶ ହୋଇ ଯାଆନ୍ତି । ଜଣେ mentally strong ଲୋକ ଜାଣି ଥାଏ କି ଯଦି ସେ problem ର difficulty କୁ ଦେଖିବ ତାହେଲେ ପୁରା କାମ କରି ପାରିବ ନାହିଁ  ।

ତେଣୁ ସବୁବେଳେ ଛୋଟ ଛୋଟ ପଦକ୍ଷେପ ଉପରେ ଧ୍ୟାନ ଦେଇଥାଏ ଆଉ ଧୀରେ ଧୀରେ ତାର କାମକୁ ସଂପୂର୍ଣ୍ଣ କରିଥାଏ । ତେଣୁ ଏମିତି ଭାବ ନାହିଁ କି ଏତେବଡ କାମ କେମିତି କରିବି , ଏମିତି ତମେ କାମକୁ କରିବା ପାଇଁ ଡରି ଯିବ କରି ପାରିବ ନାହିଁ । ସବୁବେଳେ ତୁମର ବଡ ସମସ୍ୟାକୁ ଛୋଟ ଛୋଟ ଭାଗରେ ଭାଗ କରି ସମାଧାନ କରିବାକୁ ଚେଷ୍ଟା କର  ।

Admitting inconvenient truths

How To Become Mentally Strong in Odia
Mentally Strong

ଆମର ଜୀବନ କେବେବି strate line ରେ ଚାଲି ନଥାଏ ବହୁତ୍ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ । ଯାହା ଦ୍ଵାରା ଆଗକୁ ବଢ଼ିବା କଷ୍ଟ ହୋଇ ଯାଏ । ଏହି ଅବସ୍ଥାରେ ବାସ୍ତବତା ସାମ୍ନା କୁ ଆସିଯାଏ ଆଉ ତାହା ଆମକୁ ସ୍ବୀକାର କରିବାକୁ ପଡ଼ିଥାଏ । କିଛି ଲୋକ ସ୍ବପ୍ନ ର ଦୁନିଆଁରେ ରହିବାକୁ ଚାହାଁନ୍ତି ଆଉ ଭାବନ୍ତି ତା ସାଥିରେ କିଛି ଖରାପ ହେବା କଥା ନୁହେଁ, ତା ସାଥିରେ କିଛି ଖରାପ ହେବ ହିଁ ନାହିଁ । ହେଲେ ଯେବେ ଜୀବନ ଜିଉଛ କେବେ ନା କେବେ ତ ଖରାପ ଘଟିବ ତୁମକୁ ସତ୍ୟକୁ ସାମ୍ନା କରିବାକୁ ପଡ଼ିବ ।


Mentally strong ଲୋକ ଜାଣି ଥାଏ କେମିତି ସତ୍ୟକୁ ସାମ୍ନା କରିବ । ଆଉ ଯେଉଁମାନେ mentally weak ହୋଇ ଥାଆନ୍ତି । ସେମାନେ କେବେ ଏହାକୁ ମାନି ନଥାନ୍ତି । ବାରମ୍ବାର ଭାବନ୍ତି ଏମିତି ହୋଇ ପାରିବ ନାହିଁ, ଜେବେକି already ହୋଇ ସାରିଛି  । Mentally strong ଲୋକ କୁହନ୍ତି ଠିକ୍ ଅଛି କିଛି ନାହିଁ ,ଏମିତି ହୋଇ ଯାଇଛି ମତେ ସ୍ବୀକାର କରିବାକୁ ପଡ଼ିବ । ଆଉ ଆଗକୁ ବଢ଼ିବାକୁ ପଡ଼ିବ । ଯେତିକି ଶୀଘ୍ର ତମେ ତୁମ ଜୀବନର ଅସୁବିଧା ଜନକ ସତ୍ୟ କୁ ସ୍ବୀକାର କରିବ , ସେତିକି ଶୀଘ୍ର ତାର ସମାଧାନ ବାହାର କରି ପାରିବ ।

They are not afraid to sacrifice

ସଫଳ ଜୀବନ ପାଇଁ ତ୍ୟାଗ ବହୁତ୍ ଆବଶ୍ୟକ ହୋଇଥାଏ । ତ୍ୟାଗ ବିନା କୌଣସି ବି ଉଦ୍ଦେଶ୍ୟ ପୁରା ହୋଇ ନଥାଏ ,ତାହା କୌଣସି ଖରାପ ଅଭ୍ୟାସ ହେଉ କି ସୋସିଆଲ ଲାଇଫ ହେଉ ତ୍ୟାଗ ତ କରିବାକୁ ପଡ଼ିବ । ତମେ ଯାହା ଚାହୁଁଛ ସେଥିପାଇଁ ଯଦି ବଳିଦାନ କରିବ ନାହିଁ । ତେବେ ଯାହା ଚାହୁଁଛ ତାହା ବଳିଦାନ ହୋଇଯିବ ।

ଉଦାହରଣ ତମେ ଯେତେ ସମୟ ଜିମ୍ ଯାଆ ନା କାହିଁ , ଯେତେ ବି ଭଲ ଟ୍ରେନର ପାଖରେ ଅଭ୍ୟାସ କର ନା କାହିଁ, ଯେପର୍ଯ୍ୟନ୍ତ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅଭ୍ୟାସ କୁ ବଦଳେଇବ ନାହିଁ , ନିଜ diet କୁ change କରିବ ନାହିଁ ସେ ପର୍ଯ୍ୟନ୍ତ ପତଳା ହୋଇ ପାରିବ ନାହିଁ ବା ଫିଟ୍ ହୋଇ ପାରିବ ନାହିଁ ।

Mistakes are not repeated

ବାସ୍ତବରେ ଭୁଲ ତାହା ହୋଇଥାଏ ଯାହା ଠାରୁ ଆମେ କିଛି ଶିଖି ନଥାଉ । ଭୁଲ ତ ସମସ୍ତଙ୍କର ହୁଏ, ଏହା କୌଣସି ନୂଆ କଥା ନୁହେଁ ହେଲେ ଭୁଲ କୁ ସମସ୍ତେ ସୁଧାରିବାକୁ ଚେଷ୍ଟା କରନ୍ତି ନାହିଁ । ବାରମ୍ବାର ସେହି ଭୁଲକୁ ଦୋହରେଇ ଥାଆନ୍ତି ଆଉ ଆଗକୁ ବଢିବା ଅପେକ୍ଷା ସେଇଠି ଅଟକି ଯାଆନ୍ତି । ଏ କଥା ଜଣେ mentally strong ଲୋକ ଭଲରେ ଜାଣି ଥାଏ, ତେଣୁ ହୋଇଥିବା ଭୁଲ ଠାରୁ ଶିଖି ନିଜକୁ ସୁଧାରି ଥାଏ ।


ଯଦି ତମେ ମଧ୍ୟ ଭୁଲ କରୁଛ ଆଉ ତାକୁ ସୁଧାରିବାକୁ ଚାହୁଁଛ ତେବେ ଯେଉଁ ଭୁଲକୁ ସୁଧାରିବାକୁ ଚାହୁଁଛ , ତା ପାଇଁ ତମେ ନିଜ ବ୍ୟକ୍ତିଗତ ଦାୟିତ୍ଵ କୁ ସ୍ବୀକାର କର । ଆଉଥରେ ସେହି ଭୁଲକୁ ଦୋହରେଇବା ଠାରୁ ବଞ୍ଚିବା ପାଇଁ ଏକ return planning କର । ତୁମର ପୁରୁଣା ଆଚରଣ ସହିତ ଯୋଡ଼ିତ ସବୁ ଚେତାବନୀ କୁ ଚିହ୍ନଟ କର ।

ଯେମିତି ସେହି ଚେତାବନୀ ଯୋଗୁଁ ପ୍ରଥମରୁ ଜାଣି ପାରିବ ଯେ ସେହି ଭୁଲ କୁ ପୁଣି କରି ପାର । ଆଉ ସେଇଠୁ ସାବଧାନ ହୋଇ ଯିବ,ପୁଣି ଭୁଲ କରିବ ନାହିଁ । ଆଉ ନିଜକୁ କେବେ ବଞ୍ଚାଇବାକୁ ଚେଷ୍ଟା କର ନାହିଁ, ନିଜ ଭୁଲକୁ ମାନ, ଯେ ପର୍ଯ୍ୟନ୍ତ ତମେ ନିଜ ଭୁଲକୁ ମାନିବ ନାହିଁ ସେ ପର୍ଯ୍ୟନ୍ତ ତାକୁ ସୁଧାରି ପାରିବ ନାହିଁ ।

Like to be alone sometimes

How To Become Mentally Strong in Odia
Mentally Strong

ଆଜିର ଦୁନିଆରେ ଆମେ ସମସ୍ତେ ଅନ୍ୟ ମାନଙ୍କ ସହିତ ଯେ କୌଣସି ପ୍ରକାର ରେ ହେଉ ସବୁବେଳେ ଯୋଡ଼ି ରହିଥାଉ । ଯେବେକି ସେଠାରୁ ନିଜକୁ ଦୂରେଇ break ନେବା ଆମ ପାଇଁ ବହୁତ୍ ଜରୁରୀ ହୋଇଥାଏ । ଆଉ ଏକଥା mentally strong ଲୋକ ଭଲରେ ଜାଣି ଥାଏ  । ଏଥି ପାଇଁ କେବଳ ସୋସିଆଲ ମିଡିଆ ଠାରୁ ନୁହେଁ , ଆଖ ପାଖ ଲୋକ ମାନଙ୍କଠାରୁ ମଧ୍ୟ କିଛି ସମୟ ପାଇଁ ଦୂରେଇ ରହିବା ଜରୁରୀ ଭାବି ଥାଆନ୍ତି ।

ସେମାନଙ୍କ ପାଇଁ ଏକୁଟିଆ ସମୟ ବିତେଇବା, ଆତ୍ମ ସଚେତନତା କୁ ବଢେଇବା ପରି ହୋଇଥାଏ । ଯୋଉଥି ପାଇଁ ସେମାନେ କିଛି ସମୟ ଏକୁଟିଆ ବିତେଇ ଥାଆନ୍ତି । ସେମାନଙ୍କୁ ଜଣା ଥାଏ କି ଏକୁଟିଆ ସମୟ ବିତେଇବା ମାନେ ଏହା ନୁହେଁ କୁ ସେ ଏକୁଟିଆ ଅଛି  । ଏକୁଟିଆ ଅଇଥି ପାଇଁ ରହିଥାଏ କି ସେ ନିଜକୁ improve କରିବା ଆଉ ଜାଣିବା ପାଇଁ କି ତା ଜୀବନରେ ଅସଲରେ କଣ ଚାଲିଛି  । ଏହି ସମୟକୁ ସେ ଚରିତ୍ର କୁ ଗଢ଼ିବା , ଆଉ ପ୍ରାଥମିକତା କୁ ଖୋଜିବା ପାଇଁ use କରି ଥାଏ ।

ତେଣୁ ସମସ୍ତଙ୍କ ଠାରୁ କିଛି ସମୟ ପାଇଁ ନିଜକୁ ଦୂରେଇ ରଖ ଯାହା ଦ୍ଵାରା ତମେ ଆତ୍ମସଚେତନତା କୁ ବଢେଇବା ସହିତ ନିଜକୁ improve କରିବା ପାଇଁ planning କରି ପାରିବ  ।

Conclusion

ମାନସିକ ଶକ୍ତି ବିକାଶ ଏକ ରାତାରାତି ପ୍ରକ୍ରିୟା ନୁହେଁ ବରଂ ଏହା ଏକ ଯାତ୍ରା ଯାହାକି ନିରନ୍ତର ପ୍ରୟାସ ଆଉ ନିଷ୍ଠା ଆବଶ୍ୟକ କରିଥାଏ । ମାନସିକ ସ୍ତରରେ ଶକ୍ତିଶାଳୀ ବ୍ୟକ୍ତିମାନେ ବହୁତ ଅଭ୍ୟାସ କରନ୍ତି ଯାହାକି ସେମାନଙ୍କୁ ସ୍ଥିର ରଖିବାକୁ ସାହାଯ୍ୟ କରିଥାଏ । ଯେପରିକି ପରିବର୍ତ୍ତନକୁ ଗ୍ରହଣ କରିବା , ବିଫଳତାରୁ ଶିକ୍ଷା ଏବଂ ଆତ୍ମ ଶୃଙ୍ଖଳା ପାଇଁ ଅଭ୍ୟାସ କରିବା । ସେମାନେ ବୁଝନ୍ତି ଯେ ମିଳୁଥିବା ପ୍ରତ୍ୟେକ ଚ୍ୟାଲେଞ୍ଜ ଗୋଟିଏ ଗୋଟିଏ ସୁଯୋଗ ଆଗକୁ ବଢ଼ିବା ପାଇଁ ଏବଂ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ଉନ୍ନତି କରିବା ପାଇଁ ରାସ୍ତା ବାହାର କରିବାରେ ଧ୍ୟାନ ଦିଅନ୍ତି ।  ଏମିତି ତୁମେ ମଧ୍ୟ ଅଭ୍ୟାସ କରି ନିଜର ମାନସିକ ଦୃଢ଼ତାକୁ ବଢ଼ାଇ ପାରିବ ଆଉ ଆତ୍ମବିଶ୍ବାସ ସହିତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇପାରିବ । 

ତେବେ ଏହା ଥିଲା Motivational Speech For Become Mentally Strong ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ।

For Other Motivational Story and Speech Visit Our Homepage.

Spread the love

Leave a comment