ଜୀବନରେ ସବୁଠୁ କଠିନ ସମୟ ତାହା ନୁହେଁ ଯେବେ କେହି ତୁମକୁ ବୁଝି ପାରେ ନାହିଁ, ସବୁଠୁ କଠିନ ସମୟ ସେତେବେଳେ ହୋଇଥାଏ ଯେବେ ତମେ ନିଜକୁ ଜାଣି ପାର ନାହିଁ । କିଛି ଲୋକ ସମୟ ମିଳୁ ନାହିଁ କହି ବାହାନା କରନ୍ତି , ଯେବେକୀ ସମୟ ସମସ୍ତଙ୍କୁ ସମାନ ମିଳିଥାଏ । ଆରେ ଆଜି ତୁମ ପାଖରେ ବହୁତ୍ ସମୟ ଅଛି ସେଥି ପାଇଁ କହୁଛ , ମୋ ପାଖରେ ସମୟ ନାହିଁ , ଆଉ ଯେବେ ସମୟ ନଥିବ ସେତେବେଳେ କହିବ ମୁଁ କରିବା ପାଇଁ ଚାହୁଁ ନାହିଁ , କାରଣ ସେତେବେଳେ ତମେ ଜାଣି ଯିବ ତମେ ଅଲରେଡି ସମୟକୁ ନଷ୍ଟ କରି ଦେଇଛ । ଆଉ ଅବଶୋଷ କରିବା ଛଡ଼ା ଆଉ କିଛି ଉପାୟ ନଥିବ । ତେଣୁ ଆମେ କିଛି Time Quotes in Odia ସଂଗ୍ରହ କରିଛୁ ଯାହା ଆପଣଙ୍କୁ ପ୍ରେରିତ କରିବ ।
Top 20 Good Quotes About Time
ସମୟ ଏକ ଅମୂଲ୍ୟ ଧନ
ଏହା ତୁମ ଉପରେ ନିର୍ଭର କରିଥାଏ ତୁମେ କେମିତି ଖର୍ଚ୍ଚ କରିବ
ଯେମିତି ଖର୍ଚ୍ଚ କରିବ ତୁମର ଜୀବନ ସେମିତି ହୋଇଯିବ ।
ଜୀବନ ହେଉଛି କ୍ଷଣସ୍ଥାୟୀ ମୁହୂର୍ତ୍ତର ଏକ ସଂଗ୍ରହ
ପ୍ରତ୍ୟେକ ମୁହୂର୍ତ୍ତ ଏକ ଭଲ ସୁଯୋଗ ଶିଖିବା ଏବଂ ଆଗକୁ ବଢିବା ପାଇଁ ।
ଠିକ ସମୟରେ ନିଆ ଯାଇଥିବା କଠିନ ନିର୍ଣ୍ଣୟ ,ସାଧାରଣତଃ ଜୀବନକୁ ସହଜ କରିଦେଇଥାଏ ।
ଜୀବନରେ ଯାହାବି ହାସିଲ କରିବାର ଅଛି
ତାହା ଠିକ୍ ସମୟରେ ହାସିଲ କର କାରଣ
ସମୟ ମଉକା କମ ଧକ୍କା ଅଧିକ ଦେଇଥାଏ ।
ମଣିଷ ବଳବାନ ନୁହେଁ ସମୟ ବଳବାନ ହୋଇଥାଏ
ସମୟ ଆସିଲେ ମଣିଷକୁ ସବୁକିଛି ମିଳିଯାଏ ଆଉ
ସମୟ ଚାଲିଗଲେ ମଣିଷର ସବୁକିଛି ଚାଲିଯାଏ ।
ଜୀବନର ଚଲାପଥରେ ସମୟ ଏକ ଶିକ୍ଷକ ହୋଇଥାଏ
ସେ ଶିଖେଇ ଥିବା ପ୍ରତ୍ୟେକ ଶିକ୍ଷା ସଫଳତାର କୁଞ୍ଜି ହୋଇଥାଏ ।
ବଦଳିଯାଅ ସମୟ ସାଥିରେ ନହେଲେ ସମୟ ବଦଳେଇବା ଶିଖ
ଭାଗ୍ୟକୁ ଦୋଷ ନଦେଇ ସବୁ ସମୟରେ ଚାଲିବା ଶିଖ ।
ସମୟ ମୁକ ନୁହେଁ ବାସ ଚୁପ୍ ରହିଥାଏ , ସମୟ ଆସିଲେ ସବୁକିଛି କହିଦିଏ ତୁମେ କଣ କରିଛ ।
ସମୟ ଏକ ବହୁତ୍ ବଡ ସୌଦାଗର
ଆମକୁ ସଫଳତା ସେତେବେଳେ ଦେଇଥାଏ
ଯେବେ ଆମର ବହୁତ୍ ସମୟ ନେଇଯାଏ ।
ସମୟର ଚାଲ ସାଥିରେ ଚାଲିବା ପାଇଁ ହେଲେ ନିଜ ଚିନ୍ତାଧାରାକୁ ସମୟ ସାଥିରେ ବଦଳେଇବାକୁ ପଡ଼ିବ ।
ସମୟ ସମସ୍ତଙ୍କୁ ମିଳିଥାଏ ଜୀବନ ବଦଳେଇବାକୁ
ହେଲେ ଜୀବନ ପୁଣିଥରେ ମିଳି ନଥାଏ ସମୟ ବଦଳେଇବାକୁ ।
ସମୟର ନଦୀରେ ବୁଡ଼ିବା ଅପେକ୍ଷା ତା ସହିତ ବହିବା ଶିଖିବା ଭଲ ।
ସମୟର ମୂଲ୍ୟ ସେତେବେଳେ ଜଣାପଡେ ଯେବେ ସେହି ସମୟ ଚାଲିଯାଏ ।
ଜଣେ ଭଲ ମଣିଷ ହୁଅ ହେଲେ ତାହା ପ୍ରମାଣିତ କରିବାରେ ନିଜର ସମୟ ନଷ୍ଟ କର ନାହିଁ ।
ଯଦି ଆଜି ତୁମର ସମୟ ଖରାପ ଚାଲିଛି ତେବେ ଚିନ୍ତା କର ନାହିଁ , କାରଣ ପ୍ରତ୍ୟେକ ଅନ୍ଧାର ରାତି ପଛରେ ଉଜ୍ଜ୍ୱଳ ଦିନ ରହିଥାଏ ।
ଯିଏ ସମୟକୁ ଠିକ୍ ଭାବରେ ବ୍ୟବହାର କରିବା ଶିଖି ନଥାଏ
ସେ ଜୀବନରେ କେବେ ସଫଳ ହୋଇପାରି ନଥାଏ ।
ସବୁଠୁ ବଡ଼ ଜାଦୁଗର ତ ଖରାପ ସମୟ ହୋଇଥାଏ
ଯେବେବି ଆସେ ସେବେ ସମସ୍ତଙ୍କ ଚେହେରାର ମୁଖା ଖୋଲିଦିଏ ।
ସମୟ ନିରପେକ୍ଷ ଅଟେ ଏହା ସମସ୍ତଙ୍କୁ ଦିନକୁ ୨୪ ଘଣ୍ଟା ଦେଇଥାଏ
ସଫଳତା ଏବଂ ବିଫଳତା ମଧ୍ୟରେ ପାର୍ଥକ୍ୟ
ଆପଣ ସେହି ସମୟକୁ କିପରି ବ୍ୟବହାର କରନ୍ତି ତାହା ଉପରେ ନିର୍ଭର କରିଥାଏ ।
ସମୟ ସହିତ ମିଶି କାମ କରିବା , ସମୟକୁ ପରାଜିତ କରିବା ଠାରୁ ଭଲ କାରଣ ସମୟ ସହିତ ଚାଲିବା ଲୋକ କେବେ ପଛରେ ରହି ନଥାଏ ।
କେହି ଚାହିଁ ନଥାନ୍ତି ନିଜର ମାନଙ୍କଠାରୁ ଦୂରେଇ ଯିବାକୁ
ହେଲେ ସମୟ ସମସ୍ତଙ୍କୁ ମୋଜବୁର କରିଦିଏ ଛାଡ଼ି ଯିବାକୁ ।
Don’t Waste Your Time Quotes
କେବେ କୌଣସି ଜିନିଷ ଏକ୍ସପ୍ଲେନ୍ କରିବାରେ
ନିଜର ସମୟ ନଷ୍ଟ କର ନାହିଁ କାରଣ
ଆଜିର ଦୁନିଆଁରେ ଲୋକ କେବଳ ତାହା ଶୁଣିବା ପାଇଁ ପସନ୍ଦ କରନ୍ତି
ଯାହା ସେମାନେ ଶୁଣିବାକୁ ଚାହାଁନ୍ତି ।
ସମୟ ଟଙ୍କା ଠାରୁ ଅଧିକ ମୂଲ୍ୟବାନ ହୋଇଥାଏ
ତୁମକୁ ଅଧିକ ଟଙ୍କା ତ ମିଳି ପାରିବ ହେଲେ ଅଧିକ ସମୟ ନୁହେଁ ।
ସମୟ ସାଥିରେ ଯିଏ ନିଜ ଭିତରେ ପରିବର୍ତ୍ତନ ଆଣିଥାଏ , ପ୍ରକୃତରେ ସେହି ଲୋକର ବିକାଶ ।
ତୁମର ଜୀବନ ଏକ କାହାଣୀ ଏବଂ ପ୍ରତ୍ୟେକ ଦିନ ଏକ ପୃଷ୍ଠା
ଏହା ତୁମ ଉପରେ ନିର୍ଭର କରେ ତୁମେ କେମିତି କାହାଣୀ ଲେଖିବ ।
କାହା ସାଥୀରେ ସମୟ ନଷ୍ଟ କରିବା ଅପେକ୍ଷା ସେହି ସମୟକୁ ନିଜ ସ୍ବପ୍ନକୁ ସାକାର କରିବାରେ ଦେବା ଭଲ ।
ନିରାଶ ରହିବା ସମୟ ନଷ୍ଟ କରିବା ସହିତ ସମାନ
ଏମିତିରେ କିଛିବି ହାସିଲ ହୋଇ ନଥାଏ
ତେଣୁ କ୍ରୋଧ , ଈର୍ଷା , ଦୁଃଖୀ , ଚିନ୍ତିତ ପରି ଖରାପ କାର୍ଯ୍ୟରେ
ସମୟ ନଷ୍ଟ କର ନାହିଁ ନିଜ କାମରେ ଧ୍ୟାନ ଦିଅ ।
ସମୟର ପରୀକ୍ଷା ବହୁତ କଠିନ ହୋଇଥାଏ ହେଲେ ପରିଣାମ ନିଜ ହାତରେ ଥାଏ ।
ଏକ ପୂର୍ଣ୍ଣ ଜୀବନ ବଞ୍ଚିବାର ରହସ୍ୟ ବହୁତ୍ ସରଳ : ସମୟକୁ ସମ୍ମାନ ଦିଅ ।
ସମୟ ଏତେ ବଳବାନ ହୋଇଥାଏ କି ସେ ତୁମର ଖରାପ ସମୟକୁ ଭଲ ସମୟରେ ବଦଳେଇବାର ସାହସ ରଖିଥାଏ ।
କେବେ ବିପକ୍ଷରେ ତ କେବେ ସପକ୍ଷରେ ଥାଏ
ମଣିଷର ବର୍ବାଦିରେ ସମୟର ବି ହାତ ଥାଏ ।
ସମୟର ଉପଯୋଗ ସାବଧାନ ହୋଇ କରନ୍ତୁ କାରଣ ସମୟ ପୁଣିଥରେ ମଉକା ଦେଇ ନଥାଏ ।
ସମୟ କେତେ ମୂଲ୍ୟବାନ ଏହା ଜଣେ ସଫଳ ବ୍ୟକ୍ତି କହି ପାରିବ ଯାହାକୁ ଟଙ୍କା ଠାରୁ ଅଧିକ ସମୟ ଦରକାର ହୋଇଥାଏ ।
ସମୟ ସହିତ ଲଢ଼ି ଯିଏ ନିଜ ଭାଗ୍ୟ ବଦଳେଇଥାଏ
ସେଇ ମଣିଷର ଭବିଷ୍ୟତ ନିଜେ ବଦଳିଯାଏ ।
ସମୟର ପୁସ୍ତକରେ ପ୍ରତ୍ୟେକ ଦିନ ଏକ ନୂଆ ପୃଷ୍ଠା ଆଉ
ସେହି ପୃଷ୍ଠା ଭିତରେ ଲୁଚି ରହିଥାଏ ନୂଆ ସମ୍ଭାବନା ।
ସମୟର କାମ ତ ଗଡି ଚାଲିବା
ତେଣୁ ଯଦି ଖରାପ ଚାଲିଛି ତେବେ ଅପେକ୍ଷା କର
ଆଉ ଯଦି ଭଲ ତେବେ ଖୁସି ହୁଅ ।
Quotes on Time and Life
ପ୍ରତ୍ୟେକ ସମୟ ଜିତିବାର ସାହସ ହେବା ଦରକାର କାରଣ ଭାଗ୍ୟ ବଦଳୁ ନବଦଳୁ ହେଲେ ସମୟ ନିଶ୍ଚୟ ବଦଳି ଥାଏ ।
ଚାଲି ଯାଇଥିବା କାଲି ତାହା
ହେଲେ ଆଜିର ସନ୍ଧ୍ୟା ପରି ଅନୁଭବ ହୋଇଥାଏ
ଆମେ ଶୋଇଗଲେ ମଧ୍ୟ ତାହା ଆମକୁ
ଦିନ ରାତି ଶୁଆଇ ଦେଇ ନଥାଏ ।
ସମୟ ହେଉଛି ଏମିତି ଗୋଟିଏ ଜିନିସ
ଯାହାକୁ ନିୟତ୍ରଣ କରିପାରିବା ନାହିଁ
କିନ୍ତୁ ଏହାକୁ କିପରି ବ୍ୟବହାର କରିବା ତାହା ବାଛି ପାରିବା ।
ଖରାପ ଅଭ୍ୟାସ ଯଦି ଠିକ୍ ସମୟରେ ବଦଳା ନଯାଏ ତେବେ ତାହା ଆମର ଜୀବନକୁ ବଦଳେଇ ଦେଇଥାଏ ।
ସମୟ ଏକ ବହୁଥିବା ନଦୀ , ଯାହାକୁ କେବେ ରୋକି ପାରିବା ନାହିଁ ତେଣୁ ସମୟର ଧାରେ ବହିବା ଶିଖ ।
ସମୟ ଯଦି ଠିକ୍ ଚାଲିଛି ତେବେ ପର ବି ନିଜର ହୋଇଯାଏ
ଆଉ ଯଦି ସମୟ ଖରାପ ଚାଲିଛି ତେବେ ନିଜର ବି ପର ହୋଇଯାଏ ।
ଖରାପ ସମୟ ସମସ୍ତଙ୍କର ଆସିଥାଏ ହେଲେ କେହି କଷ୍ଟ ସହି ଚମକି ଯାଏ ତ କେହି ହାରମାନି ଭାଙ୍ଗି ପଡିଯାଏ ।
ସମୟ ଦେଖାଯାଏ ନାହିଁ ହେଲେ ତାହା ଜୀବନରେ ଆମକୁ ବହୁତ୍ କିଛି ଶିଖେଇ ଥାଏ ।
ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ କାରଣ ସମୟ ପାଖରେ ଏତେ ସମୟ ନୁହେଁ କି ସେ ତୁମକୁ ପୁଣିଥରେ ସମୟ ଦେଇ ପାରିବ ।
ସମୟର ପ୍ରତ୍ୟେକ ମୋଡରେ ନୂଆ ନୂଆ ଚ୍ୟାଲେଞ୍ଜ ଲୁଚି ରହିଥାଏ
ପ୍ରତ୍ୟେକ ଚ୍ୟାଲେଞ୍ଜ କୁ ଆପଣେଇ ନିଜକୁ ପ୍ରମାଣିତ କରି ପାରିବ ।
ଯାହା କାଲି ଥିଲା ତାହା ଆଜି ନାହିଁ
ଯାହା ଆଜି ଅଛି ତାହା କାଲି ନାହିଁ
ଏବେ ଚିନ୍ତାକରି କାହିଁକି ଦୁଃଖୀ ହେବ
ଯେବେ ସମୟ ଆଗରେ କାହାରି ବଳ କାମ କରେ ନାହିଁ ।
ମୋ ପାଖରେ ଯଦି ଏତେ ସମୟ ଥାନ୍ତା ତେବେ ମୁଁ ଲୋକଙ୍କୁ ଘୃଣା ନିହାତି କରିଥାନ୍ତି ହେଲେ ଏତେ ବେକାର ସମୟ ଥିଲା ହିଁ ନାହିଁ ।
ଅଧିକାଂଶ ଲୋକ ସମୟର ମୂଲ୍ୟ ସେତେବେଳେ ବୁଝି ପାରନ୍ତି ଯେବେ ତାଙ୍କ ପାଖରେ ବହୁତ କମ ସମୟ ରହିଯାଏ ।
ସମୟ ତ ଅଟେ ବହୁ ମୂଲ୍ୟବାନ କାହିଁକି କରୁଛ ନଷ୍ଟ
ସମୟ ଚାଲିଗଲେ ପୁଣି ସେ ଦେବନି ଦେବ ଖାଲି ବହୁତ କଷ୍ଟ ।
ଯେବେ ସମୟ ବଦଳିଥାଏ ତେବେ ଲୋକମାନେ ମଧ୍ୟ ବାଧ୍ୟ ହୋଇଯାଆନ୍ତି ବଦଳିବା ପାଇଁ ।
ତେବେ ଏହା ଥିଲା Odia Quotes ଆଶା କରୁଛୁ ଆପଣ ମାନଙ୍କୁ ଭଲ ଲାଗିଥିବ । ଯଦି ଭଲ ଲାଗିଲା ତେବେ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ share କରନ୍ତୁ ଆଉ ଏହାକୁ ମଧ୍ୟ ପଢ଼ନ୍ତୁ Success motivational Quotes.