All FAQs (Helpie FAQ)

Sample of All FAQs (Helpie FAQ)

Helpie FAQ

  • What's motivation in Odia ?
    ପ୍ରେରଣା ଏକ ପ୍ରକାର ପ୍ରେରକଶକ୍ତି ଯାହା ଆମ ଭିତରେ କିଛି କରିକି ଦେଖେଇବାର ଉର୍ଜା ଉତ୍ପନ କରିଥାଏ ଏବଂ ଏହା ନିଷ୍ଠାକୁ ଉର୍ଜା , ପ୍ରୟାସକୁ ପ୍ରେରଣା ଦେଇଥାଏ ଆଉ ବାଧାବିଘ୍ନର ସମ୍ମୁଖିନ ହେଲେ ମଧ୍ୟ ଜଣକୁ ଧ୍ୟାନ ବଜାଇ ରଖିବାରେ ସାହାଯ୍ୟ କରିଥାଏ । ଆମର କାମ କରିବାର କ୍ଷମତାକୁ ଦୁଇଗୁଣ କରିଦେଇଥାଏ ଆଉ ମଧ୍ୟ ଆମ ମନ ଭିତରେ ଚାଲୁଥିବା ସନ୍ଦେହକୁ ଦୂର କରିଥାଏ ।
  • How do I stay motivated in tough time ?
    ତୁମର ଲକ୍ଷ୍ୟ ଉପରେ ଧ୍ୟାନ ଦିଅ , ମାନସିକତାକୁ ମଜବୁତ କର , ବିଫଳତାଠାରୁ ଶିଖ ଏବଂ ସକାରାତ୍ମକ ପରିବେଶ ସହିତ ନିଜକୁ ଘେରି ରଖ ।
  • What's the key Takeaways from Gautam Buddha's teachings ?
    ମୂଳ ବାର୍ତ୍ତା ହେଉଛି ପ୍ରେରଣା ଏବଂ ଶାନ୍ତି । ଯେ ପର୍ଯ୍ୟନ୍ତ ଆପଣ ଅନୁମତି ଦେଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ବାହ୍ୟ ନକାରାତ୍ମକତା ଆପଣଙ୍କୁ ପ୍ରଭାବିତ କରିପାରିବ ନାହିଁ ।
  • How can meditation improve motivation ?
    ଧ୍ୟାନ ଆପଣଙ୍କ ମନକୁ ଶାନ୍ତ କରିବାରେ , ଚାପକୁ କମ କରିବାରେ ଏବଂ ଧ୍ୟାନ ବଢ଼ାଇବାରେ ସାହାଯ୍ୟ କରିଥାଏ , ଯାହା ଉତ୍ସାହିତ ରହିବାକୁ ସହଜ କରିଥାଏ
  • Your First FAQ Question
    Your relevent FAQ answer.
  • Simple FAQ
    Simple FAQ Content
  • Simple FAQ - 2
    Simple FAQ Content - 2